അർത്ഥം : କୌଣସି ବିଷୟକୁ ବିସ୍ତାରିତଭାବରେ ବର୍ଣ୍ଣନା କରିବା
ഉദാഹരണം :
ଶିକ୍ଷକ କବୀରଙ୍କ ଦୋହା ବ୍ୟାଖ୍ୟା କରୁଛନ୍ତି
പര്യായപദങ്ങൾ : ବିଶ୍ଳେଷଣ କରିବା, ବିସ୍ତାରିତ ଭାବେ ବର୍ଣ୍ଣନାକରିବା, ବୁଝେଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी विषय का कुछ विस्तार से वर्णन करना।
गुरुजी कबीर के दोहे की व्याख्या कर रहे हैं।അർത്ഥം : ଅର୍ଥ କରିବା
ഉദാഹരണം :
ଆପଣ ମୋ କଥାର ପୁରାପୁରି ଠିକ ଅର୍ଥ ବାହାରକଲେ
പര്യായപദങ്ങൾ : ଅର୍ଥ ବାହାରକରିବା
മറ്റ് ഭാഷകളിലേക്കുള്ള വിവർത്തനം :