അർത്ഥം : ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ
ഉദാഹരണം :
ତା’ର ବ୍ୟବହାର ଭଲ ନୁହେଁ
പര്യായപദങ്ങൾ : ଆଚରଣ, ଆଚାର, ଚାଲିଚଳନ, ବାଗ, ରଙ୍ଗଢଙ୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
सामाजिक संबंधों में औरों के साथ किया जाने वाला आचरण।
उसका व्यवहार अच्छा नहीं है।അർത്ഥം : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
ഉദാഹരണം :
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
പര്യായപദങ്ങൾ : ଉପଯୋଗ, କାମ, ପ୍ରୟୋଗ, ବିନିଯୋଗ
മറ്റ് ഭാഷകളിലേക്കുള്ള വിവർത്തനം :
The act of using.
He warned against the use of narcotic drugs.