അർത്ഥം : ଜୀବନ ନିର୍ବାହପାଇଁ କରାଯାଉଥିବା କାମ
ഉദാഹരണം :
ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି
പര്യായപദങ്ങൾ : କାମଧନ୍ଦା, କାରବାର, ଜୀବିକା, ଧନ୍ଦା, ପେଶା, ବୃତ୍ତି, ରୋଜଗାର
മറ്റ് ഭാഷകളിലേക്കുള്ള വിവർത്തനം :
The principal activity in your life that you do to earn money.
He's not in my line of business.അർത്ഥം : ଜିନିଷ ତିଆରି କରିବା, କିଣିବା ଓ ବିକିବା କାମ
ഉദാഹരണം :
ରାମର କଠିନ ପରିଶ୍ରମ ଯୋଗୁଁ ତାର ବେପାର ଦିନରାତି ବଢ଼ୁଛି
പര്യായപദങ്ങൾ : ବଣିଜ, ବେପାର, ବେପାର-ବାଣିଜ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
Buying or selling securities or commodities.
trading