അർത്ഥം : ଚିତ୍ରକାର ରଙ୍ଗ ଲଗାଇବାପାଇଁ ବ୍ୟବହାର କରୁଥିବା କଲମ
ഉദാഹരണം :
ସେ ତୂଳିରେ ଚିତ୍ରକୁ ରଙ୍ଗ କରୁଛି
പര്യായപദങ്ങൾ : ଅକ୍ଷର ତୁଳିକା, ତୂଳି
മറ്റ് ഭാഷകളിലേക്കുള്ള വിവർത്തനം :
A brush used as an applicator (to apply paint).
paintbrushഅർത്ഥം : ପ୍ଲାଷ୍ଟିକ, ଧାତୁ ବା ଗଛଲତାର ତନ୍ତୁରେ ତିଆରି କରାଯାଇଥିବା ଉପକରଣ ଯେଉଁଥିରେ କୌଣସି ବସ୍ତୁଆଦି ସଫା କରାଯାଏ
ഉദാഹരണം :
ମାଆ ବ୍ରସଦ୍ୱାରା ଲୁଗାରେ ଲାଗିଥିବା ଦାଗ ଘଷୁଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
An implement that has hairs or bristles firmly set into a handle.
brush