അർത്ഥം : କୌଣସି କାମ କରିବାପାଇଁ ନିଆଯାଇଥିବା ଦୃଢ଼ ନିର୍ଣ୍ଣୟ ବା ନିଷ୍ପତ୍ତି
ഉദാഹരണം :
ଛାତ୍ରଟି ଚୋରି ନ କରିବାପାଇଁ ସଂକଳ୍ପ ନେଇଛି
പര്യായപദങ്ങൾ : ଦୃଢ଼ ନିର୍ଣ୍ଣୟ, ନିଷ୍ପତି, ସଂକଳ୍ପ
മറ്റ് ഭാഷകളിലേക്കുള്ള വിവർത്തനം :
कोई कार्य करने के लिए लिया गया दृढ़ निर्णय या निश्चय।
छात्र ने चोरी न करने का संकल्प लिया।അർത്ഥം : ପୁଣ୍ୟ ବା ଧାର୍ମିକ ଅନୁଷ୍ଠାନପାଇଁ ନିୟମପୂର୍ବକ ରହି କିଛି ଧାର୍ମିକ କୃତ୍ୟ, ଉପବାସ ଆଦି କରିବା ପ୍ରକ୍ରିୟା
ഉദാഹരണം :
ସେ ପ୍ରତି ଶନିବାର ଦିନ ହନୁମାନଙ୍କ ବ୍ରତ ପାଳନ କରନ୍ତି
പര്യായപദങ്ങൾ : ଓଷା
മറ്റ് ഭാഷകളിലേക്കുള്ള വിവർത്തനം :
पुण्य या धार्मिक अनुष्ठान के लिए नियमपूर्वक रहकर कुछ धार्मिक कृत्य, उपवास आदि करने की क्रिया।
वह प्रत्येक शनिवार को हनुमानजी का व्रत रखता है।A solemn pledge (to oneself or to another or to a deity) to do something or to behave in a certain manner.
They took vows of poverty.അർത്ഥം : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
ഉദാഹരണം :
ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
പര്യായപദങ്ങൾ : ଅଧ୍ୟବସାୟ, ଅଭ୍ୟାସ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ସାଧନା
മറ്റ് ഭാഷകളിലേക്കുള്ള വിവർത്തനം :
Persevering determination to perform a task.
His diligence won him quick promotions.