അർത്ഥം : ଯାହାର ରହିବାପାଇଁ ବାସସ୍ଥାନ ବା ଘର ନଥାଏ
ഉദാഹരണം :
ମୁମ୍ବାଈରେ ଲକ୍ଷଲକ୍ଷ ବାସହୀନ ଲୋକ ରାସ୍ତାଉପରେ ଶୋଇବାପାଇଁ ବାଧ୍ୟ ହୁଅନ୍ତି
പര്യായപദങ്ങൾ : ଗୃହହୀନ ଲୋକ, ବାସହୀନ, ବାସହୀନ ଲୋକ
മറ്റ് ഭാഷകളിലേക്കുള്ള വിവർത്തനം :
वह जिसके पास रहने के लिए आवास या घर न हो।
मुम्बई में लाखों बेघर सड़कों पर सोने के लिए मजबूर हैं।അർത്ഥം : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
ഉദാഹരണം :
ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା
പര്യായപദങ്ങൾ : ଅନିକେତ, ଆବାସହୀନ, ଆଶ୍ରୟହୀନ, ଗୃହବିହୀନ, ଗୃହହୀନ, ବାସହୀନ
മറ്റ് ഭാഷകളിലേക്കുള്ള വിവർത്തനം :
Physically or spiritually homeless or deprived of security.
Made a living out of shepherding dispossed people from one country to another.