അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ମାତ୍ରାରେ ଅଧିକ
ഉദാഹരണം : ସେ ଏକ ବହୁତ ବଡ଼ ସ୍କର୍ଟ ପିନ୍ଧିଛି
പര്യായപദങ്ങൾ : ବହୁତ ବଡ଼, ବିରାଟ, ବିଶାଳ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जो मात्रा में अधिक हो।
Large in volume or bulk.
അർത്ഥം : ଆକାର ମାତ୍ରାଆଦିରେ ଯେ ବହୁତ ବଡ଼
ഉദാഹരണം : ସୁରସା ହନୁମାନଙ୍କୁ ବିସ୍ମିତ କରିବାପାଇଁ ବିଶାଳରୂପ ଧାରଣ କଲେ ଆଗାମୀ ମାସରେ ଏଠାରେ ବିରାଟ ସଭା ହେବ
പര്യായപദങ്ങൾ : ଦୀର୍ଘକାୟ, ବିରାଟ, ବିଶାଳ
आकार, मात्रा आदि में जो बहुत बड़ा हो।
So exceedingly large or extensive as to suggest a giant or mammoth.
അർത്ഥം : ବହୁତ ବଡ଼ ଆକାରର
ഉദാഹരണം : ଦୁଇଟି ବିରାଟ ପାହଡ଼ ମଝିରେ ଅଣଓସାର ନଦୀ ପ୍ରବାହିତ ହେଉଛି
പര്യായപദങ്ങൾ : ପ୍ରକାଣ୍ଡ, ବିରାଟ
बहुत बड़े आकार का।
അർത്ഥം : ବହୁତ ବଡ଼
ഉദാഹരണം : ନିର୍ବାଚନରେ ତାଙ୍କର ବିଶାଳ ପରାଜୟ ହେଲା ତାକୁ ବୃହତ ସଫଳତା ମିଳିଲା
പര്യായപദങ്ങൾ : ବିପୁଳ, ବିରାଟ, ବିଶାଳ
बहुत बड़ा।
(used informally) very large.
ഇൻസ്റ്റാൾ ചെയ്യുക