അർത്ഥം : ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ
ഉദാഹരണം :
ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା
പര്യായപദങ്ങൾ : ଗୋଠ, ଦଳ, ପଲ, ମେଣ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
A group of wild mammals of one species that remain together: antelope or elephants or seals or whales or zebra.
herdഅർത്ഥം : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
ഉദാഹരണം :
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
പര്യായപദങ്ങൾ : ଗଣ, ଗୋଠ, ଦଳ, ପଲ, ଯୂଥ, ସମୁଦାୟ, ସମୂହ
മറ്റ് ഭാഷകളിലേക്കുള്ള വിവർത്തനം :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.