അർത്ഥം : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
ഉദാഹരണം :
ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅକାରଣରେ ବୁଲିବା ଓ ଚାଲିବା
ഉദാഹരണം :
କ୍ରୋଧବଶତଃ ସେ ଗଳିଗଳି ବୁଲୁଥିଲା
പര്യായപദങ്ങൾ : ଚଲାବୁଲା କରିବା, ବିଚରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦିଗ ପରିବର୍ତ୍ତନ କରିବା
ഉദാഹരണം :
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
Change orientation or direction, also in the abstract sense.
Turn towards me.അർത്ഥം : କୌଣସି ବସ୍ତୁ ପ୍ରଭୃତିର ଚାରି ପାଖରେ ଚକ୍କରମାରିବା
ഉദാഹരണം :
ସେ ମନ୍ଦିର ପରିକ୍ରମା କରୁଅଛି
പര്യായപദങ്ങൾ : ଘୁରିବା, ଚକକର ମାରିବା, ପରିକ୍ରମା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु आदि के चारों ओर चक्कर लगाना या गोल घूमना।
वह मंदिर की परिक्रमा कर रहा है।അർത്ഥം : କୌଣସି ସ୍ଥାନରେ ଭ୍ରମଣ କରିବା
ഉദാഹരണം :
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
പര്യായപദങ്ങൾ : ପର୍ୟଟନ କରିବା, ବୁଲାବୁଲି କରିବା, ଭ୍ରମଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी स्थान पर घूमना-फिरना।
हमने गोवा भी घूमा है।