അർത്ഥം : ପଡ଼ିବା ବେଳେ ଜଳଆଦି ତରଳ ପଦାର୍ଥର ସେଭଳି କିଛି ଅଂଶ ଯାହା ପ୍ରାୟ ଛୋଟ ଗୋଲି ଭଳି ହୋଇଯାଏ
ഉദാഹരണം :
ବୁନ୍ଦାବୁନ୍ଦା ପାଣିରେ ଘଟ ଭରିଯାଏ
പര്യായപദങ്ങൾ : କଣିକା, ବୁନ୍ଦାବୁନ୍ଦା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାନ ବା ନୋଥରେ ପିନ୍ଧିବାର ଏକ ସୁରେଇଭଳି ମଣି
ഉദാഹരണം :
ଶ୍ୟାମା କାନରେ ମୋତି ବୁନ୍ଦା ଶୋଭାପାଉଛି
മറ്റ് ഭാഷകളിലേക്കുള്ള വിവർത്തനം :