അർത്ഥം : ବୁଦ୍ଧିମାନ ହେବାର ଅବସ୍ଥା ବା ଭାବ
ഉദാഹരണം :
ସେ ନିଜର ବୁଦ୍ଧିମତ୍ତା ବଳରେ ହିଁ ଏହି କାମରେ ସଫଳ ହେଲେ
പര്യായപദങ്ങൾ : ଚତୁରତା, ଚାତୁରୀ, ଚାତୁର୍ଯ୍ୟ, ଚାଲାକି, ବୁଦ୍ଧିକୌଶଳ
മറ്റ് ഭാഷകളിലേക്കുള്ള വിവർത്തനം :
बुद्धिमान होने की अवस्था या भाव।
वह अपनी बुद्धिमत्ता से ही इस काम में सफल हुआ।