അർത്ഥം : ହାତ ବା ଯନ୍ତ୍ରରେ କିଛି ସୂତା ତଳ ଉପର କରି କୌଣସି ବସ୍ତୁ ତିଆରି କରିବା
ഉദാഹരണം :
ସୀତା ତା ପିଲାପାଇଁ ଗୋଟିଏ ସୋଏଟର ବୁଣୁଛି
മറ്റ് ഭാഷകളിലേക്കുള്ള വിവർത്തനം :
हाथ या यंत्रों से कुछ सूतों को ऊपर और कुछ को नीचे से निकालकर कोई चीज़ बनाना।
सीता अपने बच्चे के लिए एक स्वेटर बुन रही है।അർത്ഥം : ଫସଲ ଉପୁଜାଇବାପାଇଁ ଖେତରେ ମଞ୍ଜି ଛାଟିବା ବା ଫିଙ୍ଗିବା
ഉദാഹരണം :
କୃଷକଟି ଖେତରେ ଧାନ ବୁଣୁଛି
പര്യായപദങ്ങൾ : ବପନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
उपजाने के लिए खेत में बीज छिड़कना या बिखेरना।
किसान खेत में गेहूँ बो रहा है।അർത്ഥം : ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା
ഉദാഹരണം :
କୃଷକଟି ଖେତରେ ମଞ୍ଜି ବୁଣୁଛି
പര്യായപദങ്ങൾ : ଛାଟିବା, ବପନକରିବା, ବିକ୍ଷିପ୍ତକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏପାଖ ସେପାଖ ଖେଳେଇବା
ഉദാഹരണം :
ଶିକାରୀ ଗଛ ତଳେ ଦାନା ବୁଣିଲେ
പര്യായപദങ്ങൾ : ଖେଳେଇବା, ଛିଞ୍ଚିବା, ବିକୀର୍ଣ୍ଣ କରିବା
അർത്ഥം : କୌଣସି କଥାର ସୂତ୍ରପାତ କରିବା
ഉദാഹരണം :
ଛାଡ଼ପତ୍ର ଦେଇଥିବା ମହିଳା ନିଜ ପିଲା ମନରେ ସେମାନଙ୍କର ବାପ ପ୍ରତି ଘୃଣାର ବୀଜ ବୁଣିଲା
മറ്റ് ഭാഷകളിലേക്കുള്ള വിവർത്തനം :
किसी बात का सूत्रपात करना।
तलाक़शुदा औरत ने अपने बच्चे के मन में उसके पिता के प्रति घृणा के बीज बोए।