അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ବୁଣିବାର ପ୍ରକ୍ରିୟା
ഉദാഹരണം : ମାଳତୀ ସ୍ୱେଟର ବୁଣାବୁଣି କରୁଛି
പര്യായപദങ്ങൾ : ପଟକର୍ମ, ବୟନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
बुनने की क्रिया।
Creating knitted wear.
അർത്ഥം : ବୁଣିହେବା ବା ବିଞ୍ଚିହେବାର ଅବସ୍ଥା ବା ଭାବ
ഉദാഹരണം : ଖେତରେ ମଞ୍ଜି ବୁଣା ଠିକଭାବେ ହେବା ଉଚିତ
പര്യായപദങ്ങൾ : ବୁଣା, ବୁଣିବାକାମ
छितराने या बिखरने की अवस्था या भाव।
A haphazard distribution in all directions.
അർത്ഥം : ବୁଣାକାରର କାମ
ഉദാഹരണം : ସଞ୍ଜୟ ବୁଣାକାମ କରି ଭଲ ପଇସା ରୋଜଗାର କରୁଛି
പര്യായപദങ്ങൾ : ବୁଣାକାମ
बुनकर का काम।
Creating fabric.
ഇൻസ്റ്റാൾ ചെയ്യുക