അർത്ഥം : ଦେବାନେବା, ବ୍ୟବହାର, ଝଗଡ଼ା, ବିବାଦଆଦି ସମ୍ବନ୍ଧରେ ସବୁପକ୍ଷ ମଧ୍ୟରେ ଆପୋସ କଥାବାର୍ତ୍ତା
ഉദാഹരണം :
କାଶ୍ମୀର ମାମଲା ଉପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ବୁଝାମଣା ଆବଶ୍ୟକ
പര്യായപദങ്ങൾ : ମସୁଧା
മറ്റ് ഭാഷകളിലേക്കുള്ള വിവർത്തനം :
An accommodation in which both sides make concessions.
The newly elected congressmen rejected a compromise because they considered it `business as usual'.അർത്ഥം : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
ഉദാഹരണം :
ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
പര്യായപദങ്ങൾ : ଅନୁବନ୍ଧ, ନିଷ୍ପତ୍ତି, ରାଜିନାମା, ସର୍ତ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।
दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।An accommodation in which both sides make concessions.
The newly elected congressmen rejected a compromise because they considered it `business as usual'.അർത്ഥം : ସହମତ ହେବାର କ୍ରିୟା ଅବସ୍ଥା ବା ଭାଗ
ഉദാഹരണം :
ସେ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ହୋଇଗଲା ସେହି ପ୍ରସଙ୍ଗରେ ସମସ୍ତଙ୍କ ସହମତି ମିଳିଲାପରେ ହିଁ ଭବିଷ୍ୟତ କାର୍ଯ୍ୟକ୍ରମ କରାଯିବ
മറ്റ് ഭാഷകളിലേക്കുള്ള വിവർത്തനം :
Agreement with a statement or proposal to do something.
He gave his assent eagerly.