അർത്ഥം : ସାହିତ୍ୟର ନବ ରସ ମଧ୍ୟରୁ ଗୋଟିଏ ଯାହା ଅସହାୟ ବା ଦୀନ-ଦୁଃଖୀମାନଙ୍କ କଷ୍ଟ ଦୂର କରିବା ନିମନ୍ତେ ମନରେ ସୃଷ୍ଟ ଉତ୍ସାହ ଏବଂ ସାହସରୁ ଉତ୍ପନ୍ନ ହୋଇଥାଏ
ഉദാഹരണം :
ସୁଭଦ୍ରା କୁମାରୀ ଚୌହାନ୍ ବୀର ରସର କବିତା ଲେଖିବାରେ ପଟୁ
മറ്റ് ഭാഷകളിലേക്കുള്ള വിവർത്തനം :
साहित्य के नौ रसों में से एक जो असहाय या दीन-दुखी का कष्ट दूर करने के लिए मन में होनेवाले उत्साह और साहस से उत्पन्न होता है।
सुभद्रा कुमारी चौहान वीर रस की कविताएँ लिखने में माहिर थीं।