അർത്ഥം : ବୀର ସନ୍ତାନ ଜନ୍ମ ଦେଉଥିବା ସ୍ତ୍ରୀ
ഉദാഹരണം :
ଯେଉଁ ବୀରପ୍ରସବିନୀମାନଙ୍କ ସନ୍ତାନଗଣ ଏହି ଦେଶକୁ ସ୍ୱାଧୀନ କଲେ, ସେମାନଙ୍କ ନିକଟରେ ଏହି ଜାତି କୃତଜ୍ଞ
പര്യായപദങ്ങൾ : ବୀରଜନନୀ, ବୀରପ୍ରସବିନୀ, ବୀରମାତା
മറ്റ് ഭാഷകളിലേക്കുള്ള വിവർത്തനം :
A woman who has given birth to a child (also used as a term of address to your mother).
The mother of three children.