അർത്ഥം : ଉପରେ ବିସ୍ତାର ହେବା ବା ବ୍ୟାପ୍ତହେବା
ഉദാഹരണം :
ତେଲବୁନ୍ଦାଗୁଡ଼ିକ ପାଣିଉପରେ ବିସ୍ତାରିତ ହେଉଛି
പര്യായപദങ്ങൾ : ଖେଳେଇ ହେବା, ପ୍ରସାରିତ ହେବା, ବ୍ୟାପ୍ତହେବା
മറ്റ് ഭാഷകളിലേക്കുള്ള വിവർത്തനം :
* में या ऊपर फैलना या व्याप्त होना।
तेल की बूँदें जल के ऊपर फैल रहीं हैं।അർത്ഥം : ଦୂରତା, ସ୍ଥାନ, ସମୟ ଆଦିର ଅନ୍ତରାଳ ବା ବ୍ୟବଧାନରେ ବିସ୍ତାରହେବା
ഉദാഹരണം :
ଭାରତ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି
പര്യായപദങ്ങൾ : ବିସ୍ତୃତହେବା, ବ୍ୟାପିବା, ବ୍ୟାପ୍ତହେବା
മറ്റ് ഭാഷകളിലേക്കുള്ള വിവർത്തനം :
* दूरी, जगह, समय आदि का अंतराल या फासले में फैला होना।
भारत काश्मीर से कन्याकुमारी तक फैला हुआ है।അർത്ഥം : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
ഉദാഹരണം :
ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
പര്യായപദങ്ങൾ : ଗମନ କରିବା, ଚାଲିବା, ଦୌଡିବା, ବିସ୍ତୃତ ହେବା, ଯିବା
മറ്റ് ഭാഷകളിലേക്കുള്ള വിവർത്തനം :