അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହାର ପ୍ରଭାବ ବିଷ ପରି
ഉദാഹരണം : ତାଙ୍କ ମୃତ୍ୟୁ ବିଷାକ୍ତ ଔଷଧ ସେବନଦ୍ୱାରା ହୋଇଥିଲା
പര്യായപദങ്ങൾ : ଜହରୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जिसका असर जहर की तरह हो।
Having the qualities or effects of a poison.
അർത്ഥം : ଯେଉଁଥିରେ ବିଷ ଅଛି (ଜୀବ)
ഉദാഹരണം : ଗୋଖର ସାପ ଦଂଶିବାରୁ କୃଷକର ମୃତ୍ୟୁ ହୋଇଗଲା
പര്യായപദങ്ങൾ : ଗୋଖର, ବିଷଧର, ବିଷଯୁକ୍ତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जिसमें विष हो (जीव)।
അർത്ഥം : ବିଷରେ ବୁଡ଼ା ହୋଇଥିବା
ഉദാഹരണം : ଶିକାରୀ ବିଷାକ୍ତ ବାଣରେ ଶିକାରକୁ ଧରାଶାୟୀ କରିଦେଲା
പര്യായപദങ്ങൾ : ଜହରିଆ, ବିଷଯୁକ୍ତ
विष में बुझाया हुआ।
അർത്ഥം : ଯାହା ବିଷରେ ପରିପୂର୍ଣ୍ଣ
ഉദാഹരണം : ବିଷାକ୍ତ ଖାଦ୍ୟଖାଇ ଚାରିଜଣ ଲୋକଙ୍କର ମୃତ୍ୟୁ ହେଲା
പര്യായപദങ്ങൾ : ବିଷମୟ, ବିଷଯୁକ୍ତ
जो विष से भरा हो।
ഇൻസ്റ്റാൾ ചെയ്യുക