അർത്ഥം : ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ବାରାଣସୀରେ ଅବସ୍ଥିତ
ഉദാഹരണം :
ବିଶ୍ୱନାଥଙ୍କ ଦର୍ଶନପାଇଁ ଦୂରଦୂରାନ୍ତରୁ ଭକ୍ତଗଣ ଆସନ୍ତି
പര്യായപദങ്ങൾ : କାଶୀ ବିଶ୍ୱନାଥ, ବାବା ବିଶ୍ୱନାଥ
മറ്റ് ഭാഷകളിലേക്കുള്ള വിവർത്തനം :
भगवान शिव के बारह ज्योतिर्लिंगों में से एक जो वाराणसी में स्थित है।
विश्वनाथ के दर्शन के लिए दूर-दूर से भक्तगण आते हैं।അർത്ഥം : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
ഉദാഹരണം :
ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
പര്യായപദങ്ങൾ : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁ, ଶମ୍ଭୁନାଥ, ଶିବ, ହର
മറ്റ് ഭാഷകളിലേക്കുള്ള വിവർത്തനം :
एक सृष्टिनाशक हिन्दू देवता।
शंकर की पूजा लिंग के रूप में प्रचलित है।