അർത്ഥം : ହଠଯୋଗ ଅନୁସାରେ ମାନବ ଶରୀର ଭିତରର ଷଡଚକ୍ର ମଧ୍ୟରୁ ପଞ୍ଚମ
ഉദാഹരണം :
ଗଳା ନିକଟରେ ବିଶୁଦ୍ଧ ଚକ୍ରର ସ୍ଥାନ ବୋଲି ଗ୍ରହଣ କରାଯାଏ
പര്യായപദങ്ങൾ : ବିଶୁଦ୍ଧ ଚକ୍ର
മറ്റ് ഭാഷകളിലേക്കുള്ള വിവർത്തനം :
हठयोग के अनुसार शरीर के अंदर के छः चक्रों में से पाँचवाँ।
विशुद्ध चक्र का स्थान गले के पास माना जाता है।അർത്ഥം : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
ഉദാഹരണം :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
പര്യായപദങ്ങൾ : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବଢ଼ିଆ, ଶୁଦ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
Free of extraneous elements of any kind.
Pure air and water.അർത്ഥം : ଯାହା ସାଧୁତା, ନିଷ୍ପକ୍ଷତା, ନ୍ୟାୟ ଆଦିର ଆଧାରରେ ହୋଇଥାଏ
ഉദാഹരണം :
ଆମେ ବିଶୁଦ୍ଧ ବ୍ୟବସାୟ କରିବା ଉଚିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ഉദാഹരണം :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
പര്യായപദങ്ങൾ : ଅମିଶା, ଅସଲି, ଖାଣ୍ଟି, ଖାଦହୀନ, ଭଲ, ଶୁଦ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
Free of extraneous elements of any kind.
Pure air and water.അർത്ഥം : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ഉദാഹരണം :
ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
പര്യായപദങ്ങൾ : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ଶୁଦ୍ଧ, ସଫା, ସଫାସୁତରା, ସୁତରା, ସ୍ୱଚ୍ଛ
മറ്റ് ഭാഷകളിലേക്കുള്ള വിവർത്തനം :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।