അർത്ഥം : ବାଘ, ଚିତାବାଘଆଦି ଜାତିର କିନ୍ତୁ ସେମାନଙ୍କଠୁଁ ଛୋଟ ଏକ ପଶୁ ଯାହାକୁ ପ୍ରାୟ ଘରେ ପାଳନ କରାଯାଇଥାଏ
ഉദാഹരണം :
ବିଲେଇ ଦୌଡ଼ିଯାଇ ମୂଷାକୁ ଧରି ପକେଇଲା
പര്യായപദങ്ങൾ : ପୁଷି, ବିରାଡ଼ି, ବିଡ଼ାଳ, ମାର୍ଜାର
മറ്റ് ഭാഷകളിലേക്കുള്ള വിവർത്തനം :
शेर, चीते आदि की जाति का परंतु उनसे छोटा एक पशु जो प्रायः घरों में रहता है और पाला जाता है।
बिल्ली ने दौड़कर चूहे को पकड़ लिया।അർത്ഥം : ଲୁହାରେ ତିଆରି ଅଙ୍କୁଶର ଲେନ୍ଥା ଯାହାଦ୍ୱାରା କୂଅରେ ପଡ଼ିଯାଇଥିବା ବାସନ ଆଦି ବାହାର କରାଯାଏ
ഉദാഹരണം :
ରାମୁକକା କୂଅରେ ପଡ଼ିଯାଇଥିବା ବାଲ୍ଟିକୁ କୂଅକଣ୍ଟାରେ ବାହାର କରୁଛନ୍ତି
പര്യായപദങ്ങൾ : କୂଅକଣ୍ଟା
മറ്റ് ഭാഷകളിലേക്കുള്ള വിവർത്തനം :