അർത്ഥം : କେତେକ ଦେଶର କ୍ଷେତ୍ରୀୟ ଓ ପ୍ରଶାସନିକ ବିଭାଗ
ഉദാഹരണം :
ସେ ଫ୍ରାନ୍ସର ବିଭାଗ ବିଷୟରେ କହୁଥିଲେ
പര്യായപദങ്ങൾ : ଡିପାର୍ଟମେଂଟ, ଡିପାର୍ଟମେଣ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
कुछ देशों का क्षेत्रीय और प्रशासनिक विभाग।
वह फ्रांस के विभाग के बारे में बता रहा है।The territorial and administrative division of some countries (such as France).
departmentഅർത്ഥം : କିଛି ସାମାନ୍ୟ କର୍ମରେ ମିଶିବା ବା ମିଳିତ ହୋଇକିଛି କାମକରିବା ଅବା ମିଳିତ ସହଯୋଗରେ ବ୍ୟକ୍ତି ବା ସମୂହ
ഉദാഹരണം :
ଏହି ବିଦ୍ୟାଳୟର ପ୍ରଶାସନିକ ବିଭାଗ ପ୍ରତ୍ୟେକ ସପ୍ତାହରେ ସଭା କରିଥାନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
व्यक्तियों का वह समूह जो कुछ सामान्य कर्म से जुड़ा हो या एक साथ कोई काम करता हो और एक इकाई के रूप में माना जाता हो।
इस विद्यालय के प्रशासनिक निकाय की हर हप्ते एक संगोष्ठी होती है।A group of persons associated by some common tie or occupation and regarded as an entity.
The whole body filed out of the auditorium.അർത്ഥം : ସୁବିଧା ବା ସୁବ୍ୟବସ୍ଥାପାଇଁ କାର୍ଯ୍ୟର ଅଲଗା ହୋଇଥିବା କ୍ଷେତ୍ର
ഉദാഹരണം :
ଆପଣ ଆଇ.ଆଇ.ଟିର କେଉଁ ବିଭାଗରେ କାମ କରୁଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
A specialized division of a large organization.
You'll find it in the hardware department.അർത്ഥം : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
ഉദാഹരണം :
ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
പര്യായപദങ്ങൾ : ବିଭାଜନ, ଭାଗ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
An arithmetic operation that is the inverse of multiplication. The quotient of two numbers is computed.
divisionഅർത്ഥം : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
ഉദാഹരണം :
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
പര്യായപദങ്ങൾ : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
Something determined in relation to something that includes it.
He wanted to feel a part of something bigger than himself.അർത്ഥം : କୌଣସି ବିଦ୍ୟାଳୟରେ ଶିକ୍ଷକ ଏବଂ ପ୍ରଶାସନିକ କାର୍ଯ୍ୟକୁ ଦେଖାରଖା କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ସମୂହ
ഉദാഹരണം :
ଆଜି ଆମରି ବିଦ୍ୟାଳୟରେ ବିଭାଗର ଗୋଟିଏ ସଭା ହେବ
പര്യായപദങ്ങൾ : ଫ୍ୟାକଲଟି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାର୍ଯ୍ୟର ସୁବିଧା ବା ପ୍ରବନ୍ଧ ନିମନ୍ତେ ସ୍ବତନ୍ତ୍ର ଭାବେ ଗଠିତ ପ୍ରଶାସନିକ ବିଭାଗ
ഉദാഹരണം :
ରମଣ ଗଣିତ ବିଭାଗରେ କାର୍ଯ୍ୟରତ
മറ്റ് ഭാഷകളിലേക്കുള്ള വിവർത്തനം :
An administrative unit in government or business.
division