അർത്ഥം : ଜଣେ ଅନ୍ୟଜଣଙ୍କର ବିପରୀତରେ ବା ଭିନ୍ନ ଦିଗରେ ରହିବା,ହେବା, ବା ଚାଲିବା
ഉദാഹരണം :
ବିପକ୍ଷୀ ବ୍ୟକ୍ତିଙ୍କ ମଧ୍ୟରେ କେବେ ବି ସଂଘର୍ଷ ହୋଇନାହିଁ
പര്യായപദങ്ങൾ : ବିପକ୍ଷୀ
മറ്റ് ഭാഷകളിലേക്കുള്ള വിവർത്തനം :
एक दूसरे से विपरीत या भिन्न दिशा में रहने, होने या चलने वाला।
अपसादी व्यक्तियों की कभी मुठभेड़ नहीं हुई।Moving or facing away from each other.
Looking in opposite directions.അർത്ഥം : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ
ഉദാഹരണം :
କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି
പര്യായപദങ്ങൾ : ବିବାଦକାରୀ, ବିବାଦୀୟ
മറ്റ് ഭാഷകളിലേക്കുള്ള വിവർത്തനം :
Marked by or capable of arousing controversy.
The issue of the death penalty is highly controversial.അർത്ഥം : ଯାହା ସମ୍ପର୍କରେ ବିବାଦ ବା ଯୁକ୍ତିତର୍କ ହୋଇପାରେ
ഉദാഹരണം :
ମୁଁ କୌଣସି ବିବାଦାସ୍ପଦ ମାମଲାରେ ପଡ଼ିବାକୁ ଚାହୁଁନାହିଁ
പര്യായപദങ്ങൾ : ବିବାଦସ୍ପଦ
മറ്റ് ഭാഷകളിലേക്കുള്ള വിവർത്തനം :
Marked by or capable of arousing controversy.
The issue of the death penalty is highly controversial.അർത്ഥം : ଯେ ଝଗଡ଼ା କରୁଥାଏ
ഉദാഹരണം :
ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
പര്യായപദങ്ങൾ : କଳିକାଣ୍ଡେଇ, କଳିକାରୀ, କଳିହା, ଝଗଡ଼ାକାରୀ, ବିବାଦକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
Given to or characterized by argument.
An argumentative discourse.