അർത്ഥം : ଯେ ବିରୁଦ୍ଧରେ ଥାଏ
ഉദാഹരണം :
ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ ହାତ ମିଳେଇଥିଲେ
പര്യായപദങ്ങൾ : ପ୍ରତିପକ୍ଷୀ, ବିରୋଧୀ
മറ്റ് ഭാഷകളിലേക്കുള്ള വിവർത്തനം :
जो विरुद्ध में हो।
इस बार के चुनाव में उसने विरोधी दल से हाथ मिला लिया।അർത്ഥം : ଯିଏ ବିପକ୍ଷ ସହ ସମ୍ବଦ୍ଧିତ ବା ବିପକ୍ଷର
ഉദാഹരണം :
ଆଜି ସଂଧ୍ୟାବେଳେ ବିପକ୍ଷ ଦଳର ବୈଠକ ହେଉଛି
പര്യായപദങ്ങൾ : ପ୍ରତିପକ୍ଷ, ପ୍ରତିପକ୍ଷୀୟ, ବିପକ୍ଷ
മറ്റ് ഭാഷകളിലേക്കുള്ള വിവർത്തനം :
जो विपक्ष से संबंधित हो या विपक्ष का हो।
आज शाम विपक्षीय दल की बैठक हो रही है।