പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ବିନ୍ୟାସ എന്ന വാക്കിന്റെ അർത്ഥവും ഉദാഹരണവും.

ବିନ୍ୟାସ   ବିଶେଷ୍ୟ

അർത്ഥം : କୌଣସି ବସ୍ତୁକୁ ଯଥାସ୍ଥାନ ବା ଠିକକ୍ରମରେ ରଖିବାର ପ୍ରକ୍ରିୟା

ഉദാഹരണം : କକ୍ଷର ସଜ୍ଜା ସମସ୍ତଙ୍କ ମନ ମୋହିନେଲା

പര്യായപദങ്ങൾ : ରଚନା, ସଜ୍ଜା


മറ്റ് ഭാഷകളിലേക്കുള്ള വിവർത്തനം :

किसी वस्तु को यथास्थान या ठीक क्रम में जमाने की क्रिया।

कक्ष अभिन्यास ने सबका मन मोह लिया।
अभिन्यास

അർത്ഥം : ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି

ഉദാഹരണം : ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ

പര്യായപദങ്ങൾ : ଗଠନ, ନିର୍ମାଣ, ପ୍ରଣୟନ, ରଚନା


മറ്റ് ഭാഷകളിലേക്കുള്ള വിവർത്തനം :

लोगों या वस्तुओं की व्यवस्था या क्रम जो एक इकाई के रूप में हो।

सुरक्षात्मक रचना को भेद पाना आसान नहीं।
बनावट, योजना, रचना

An arrangement of people or things acting as a unit.

A defensive formation.
A formation of planes.
formation

അർത്ഥം : କୌଣସି ଜିନିଷର ଯଥାସ୍ଥାନ ବା ଠିକ କ୍ରମରେ ରହିବାର ଅବସ୍ଥା

ഉദാഹരണം : ମେଜଉପରେ ରଖା ହୋଇଥିବା ପୁଷ୍ପଗୁଚ୍ଛର ପୁଷ୍ପ ବିନ୍ୟାସ ବହୁତ ସୁନ୍ଦର