അർത്ഥം : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
ഉദാഹരണം :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
പര്യായപദങ്ങൾ : ଆଇନ, କାନୁନ, ନିୟମ, ବିଧି
മറ്റ് ഭാഷകളിലേക്കുള്ള വിവർത്തനം :
Legal document setting forth rules governing a particular kind of activity.
There is a law against kidnapping.അർത്ഥം : ସେହି ବିଧାନ ଯାହା ଦଇବଦ୍ୱାରା ନିର୍ଣ୍ଣୟ କରାଯାଇଛି ଏବଂ ଯାହା ଅଟଳ ବୋଲି ଲୋକେ ମାନନ୍ତି
ഉദാഹരണം :
ସତୀ ସାବିତ୍ରୀ ନିଜ ସତୀତ୍ୱ ବଳରେ ଦଇବ ବିଧାନକୁ ଟାଳି ନିଜ ପତିଙ୍କୁ ଜୀବିତ କରିପାରିଥିଲେ
പര്യായപദങ്ങൾ : ଦଇବ ନିୟମ, ଦଇବ ବିଧାନ, ଦୈବି ନିୟମ, ଦୈବୀ ବିଧାନ
മറ്റ് ഭാഷകളിലേക്കുള്ള വിവർത്തനം :
वह विधान जो दैव द्वारा नियत किया हुआ माना जाता है और अटल होता है।
सती सावित्री ने अपने सतीत्व के बल पर दैवी विधान को टाल कर अपने पति को जीवित कर लिया।A law that is believed to come directly from God.
divine lawഅർത്ഥം : କୌଣସି କାର୍ଯ୍ୟପାଇଁ ଧନ ଆଦି ସଂଗ୍ରହ କରାଯାଉଥିବା ବ୍ୟବସ୍ଥା
ഉദാഹരണം :
ଏହି କାର୍ଯ୍ୟକ୍ରମର ବିଧାନ ବର୍ଷକ ପୂର୍ବରୁ ହିଁ କରାଯାଇଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାମ କରିବାର ରୀତି ବା ପ୍ରଣାଳୀ
ഉദാഹരണം :
ସଂସାରରେ ସବୁ କିଛି ବିଧିର ବିଧାନ ଅନୁସାରେ ଚାଲିଛି
മറ്റ് ഭാഷകളിലേക്കുള്ള വിവർത്തനം :
A way of doing something, especially a systematic way. Implies an orderly logical arrangement (usually in steps).
method