അർത്ഥം : କୌଣସି ବିଶିଷ୍ଟ ପ୍ରକ୍ରିୟାରୁ ଉତ୍ପନ୍ନ କରାଯାଉଥିବା ଏକ ଶକ୍ତି ଯେଉଁଥିରେ ବସ୍ତୁର ଆକର୍ଷଣ ଏବଂ ଉପକର୍ଷଣ ତଥା ତାପ କିମ୍ବା ଜ୍ୟୋତି ବାହାରେ
ഉദാഹരണം :
ପାଣିରୁ ମଧ୍ୟ ବିଦ୍ୟୁତ ଉତ୍ପନ୍ନ କରାଯାଏ
പര്യായപദങ്ങൾ : ପାୱାର୍, ବିଜୁଳି, ବିଜୁଳି ଶକ୍ତି, ବିଦ୍ୟୁତ ଶକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
Energy made available by the flow of electric charge through a conductor.
They built a car that runs on electricity.