അർത്ഥം : ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା
ഉദാഹരണം :
ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି
പര്യായപദങ്ങൾ : ଅଯଥା ଯୁକ୍ତି, ବିତଂଡା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବ୍ୟର୍ଥ ବିବାଦ ବା ମତାନ୍ତର
ഉദാഹരണം :
ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?
പര്യായപദങ്ങൾ : ବିତଂଡା, ବିତଂଡାବାଦ, ବିତଣ୍ଡାବାଦ
മറ്റ് ഭാഷകളിലേക്കുള്ള വിവർത്തനം :
व्यर्थ का विवाद या कहासुनी।
इस तरह की वितंडाओं से आखिर तुम्हें क्या मिलता है?അർത്ഥം : ଅଯଥା ଯୁକ୍ତିତର୍କ
ഉദാഹരണം :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
പര്യായപദങ്ങൾ : କନ୍ଦଳ, କଳି, ଝଗଡ଼ା, ତକରାଳ, ଯୁକ୍ତିତର୍କ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକାଠି ବସି କୌଣସି ପ୍ରସଙ୍ଗ ଉପରେ ତର୍କ ବିତର୍କ କରିବା
ഉദാഹരണം :
ରାମ ଏବଂ ଶ୍ୟାମ ଅନାବଶ୍ୟକ ସମସ୍ୟାକୁ ନେଇ ଯୁକ୍ତିତର୍କ କରୁଛନ୍ତି
പര്യായപദങ്ങൾ : ତର୍କବିତର୍କ, ବାଦବିବାଦ, ଯୁକ୍ତିତର୍କ
മറ്റ് ഭാഷകളിലേക്കുള്ള വിവർത്തനം :
एक साथ बैठकर किसी मुद्दे आदि पर तर्क वितर्क करना या उस मुद्दे पर सहमत न होना।
राम और श्याम अनावश्यक मसले पर वाद विवाद कर रहे हैं।