അർത്ഥം : କୌଣସି ବିଷୟ ବିଶେଷତଃ ଜଡ଼ ପଦାର୍ଥ ଓ ଲୌକିକ ବିଷୟ ସଂପର୍କିତ କଥା ଓ ତତ୍ତ୍ୱର ଯେଉଁ ବିବେଚନା ଏକ ସ୍ୱତନ୍ତ୍ର ଶାସ୍ତ୍ର ରୂପରେ ଥାଏ
ഉദാഹരണം :
ରାମ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଛି ରାହୁଳ ଆଜିକାଲି ଜ୍ୟୋତିଷ ବିଦ୍ୟା ଅଧ୍ୟୟନ କରୁଛି
പര്യായപദങ്ങൾ : ବିଦ୍ୟା, ଶାସ୍ତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
A particular branch of scientific knowledge.
The science of genetics.അർത്ഥം : ଯେଉଁ ଜ୍ଞାନ ଭିତରେ ଭୌତିକ ଶାସ୍ତ୍ର, ରସାୟନ ଶାସ୍ତ୍ର, ଜୀବ ବିଜ୍ଞାନ ତଥା ଗଣିତଆଦି ଆସେ
ഉദാഹരണം :
ମୋ ଝିଅ ବିଜ୍ଞାନ ବହି ପଢ଼ୁଛି
പര്യായപദങ്ങൾ : ବିଂଗ୍ୟାନ
മറ്റ് ഭാഷകളിലേക്കുള്ള വിവർത്തനം :
शिक्षण की वह शाखा जिसके अंतर्गत भौतिक शास्त्र, रसायन शास्त्र, जीव विज्ञान तथा गणित आदि विषयों के अध्ययन एवं अध्यापन आते हैं।
मेरी बेटी विज्ञान पढ़ रही है।