അർത്ഥം : ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ
ഉദാഹരണം :
ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି
പര്യായപദങ്ങൾ : ଇସ୍ତାହାର, ବିଜ୍ଞାପନ
മറ്റ് ഭാഷകളിലേക്കുള്ള വിവർത്തനം :
A public promotion of some product or service.
ad, advert, advertisement, advertising, advertizement, advertizingഅർത്ഥം : ବତାଇବା ବା ସୂଚିତ କରିବାର ପ୍ରକ୍ରିୟା
ഉദാഹരണം :
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଜ୍ଞପ୍ତି ଅନୁସାରେ ସାରା ବିଶ୍ୱରେ ମୂଷାଗୁଡ଼ିକ ୩୩ କୋଟି ଟନ ଚାଉଳ ଖାଇ ଯାଉଛନ୍ତି
പര്യായപദങ്ങൾ : ସୂଚନା
മറ്റ് ഭാഷകളിലേക്കുള്ള വിവർത്തനം :
बतलाने या सूचित करने की क्रिया।
विश्व स्वास्थ्य संगठन की एक विज्ञप्ति के अनुसार सारे संसार में चूहे ३३ करोड़ टन चावल खा जाते हैं।