അർത്ഥം : ପ୍ରିୟ ବ୍ୟକ୍ତି ସହିତ ମିଳନ ନହେବା କାରଣରୁ ଉତ୍ପନ୍ନ ହେଉଥିବା ଭାବ
ഉദാഹരണം :
ସୁରଦାସଙ୍କ ରଚିତ ରାଧାଙ୍କ ବିରହ ବର୍ଣ୍ଣନା ବହୁତ ମାର୍ମିକ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମଝିରେ କୌଣସି ପ୍ରକାର ବିଚ୍ଛିନ୍ନ ହେବାର କ୍ରିୟା ଅବା ବିଶୃଙ୍ଖଳ ହେବାର ଅବସ୍ଥା ବା ଭାବ
ഉദാഹരണം :
ବିଶୃଙ୍ଖଳତାରୁ ଦୂରେଇ ରହିବା ପାଇଁ ପ୍ରଚେଷ୍ଟା
പര്യായപദങ്ങൾ : ବିଶୃଙ୍ଖଳତା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାଠାରୁ ଅଲଗାହେବା ବା ଦୂରେଇ ଯିବାର ଅବସ୍ଥା ବା ଭାବ
ഉദാഹരണം :
ରାଧାଙ୍କୁ କୃଷ୍ଣଙ୍କ ବିଚ୍ଛେଦ ସହିବାକୁ ପଡ଼ିଲା
പര്യായപദങ്ങൾ : ବିୟୋଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
ഉദാഹരണം :
ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
പര്യായപദങ്ങൾ : ଅଲଗା, ବିଚ୍ଛିନ୍ନ, ମୂଳଉତ୍ପାଟନ
മറ്റ് ഭാഷകളിലേക്കുള്ള വിവർത്തനം :