അർത്ഥം : କୌଣସି କଥାର ବିଚାର କିମ୍ବା ବିବେଚନା
ഉദാഹരണം :
ସମ୍ମିଳିତ ଭାବରେ ବେରୋଜଗାରୀ ଉପରେ ବିଚାର ବିମର୍ଶ କରାଯାଉଅଛି
പര്യായപദങ്ങൾ : ଆଲୋଚନା, ବିଶ୍ଳେଷଣ, ସମାଲୋଚନା
മറ്റ് ഭാഷകളിലേക്കുള്ള വിവർത്തനം :
किसी बात का विचार या विवेचन।
गोष्ठी में बेरोज़गारी के ऊपर विचार विमर्श किया जा रहा है।An exchange of views on some topic.
We had a good discussion.അർത്ഥം : କଣ ଠିକ କିମ୍ବା କଣ ହେବା ଉଚିତ ସେ ବିଷୟରେ ଅନ୍ୟ ସହିତ ମିଶି ଜାଣିବାର କ୍ରିୟା
ഉദാഹരണം :
ପ୍ରଧାନମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବାପାଇଁ ସବୁ ମନ୍ତ୍ରୀମାନଙ୍କର ପରାମର୍ଶ ନେବାକୁ ଚାହୁଁଛନ୍ତି
പര്യായപദങ്ങൾ : ପରାମର୍ଶ, ମନ୍ତ୍ରଣା
മറ്റ് ഭാഷകളിലേക്കുള്ള വിവർത്തനം :
आपस में मिलकर यह जानने की क्रिया कि क्या ठीक है अथवा क्या होना चाहिए।
प्रधानमंत्रीजी इस समस्या को हल करने के लिए सभी मंत्रियों से परामर्श लेना चाहते हैं।A proposal for an appropriate course of action.
advice