അർത്ഥം : (ରେଖାଗଣିତରେ ଅଙ୍କିତ କରାଯାଇଥିବା) ଏକ ଛୋଟ ଗୋଲ ଦାଗ ଯାହା କୌଣସି ସ୍ଥାନକୁ ନିର୍ଦ୍ଦେଶ କରୁଥିଲେ ହେଁ ସେଥିରେ ଲମ୍ବ ଓ ଓସାର ସମ୍ପର୍କିତ ମାପର ଗୁରୁତ୍ୱ ନଥାଏ ଏବଂ ତାହାର ବିଭାଗ କରିହୁଏନାହିଁ
ഉദാഹരണം :
ପିଲାଟି ବିନ୍ଦୁଗୁଡ଼ିକୁ ଯୋଡ଼ି ଏକ ହାତୀର ଚିତ୍ର ବନେଇଦେଲା
പര്യായപദങ്ങൾ : ବିନ୍ଦୁ
മറ്റ് ഭാഷകളിലേക്കുള്ള വിവർത്തനം :
रेखागणित में, वह छोटा गोल धब्बा जो किसी स्थान का निर्देश तो करता है पर न तो उसमें लम्बाई, चौड़ाई का होना माना जाता है और न जिसका विभाग हो सकता है।
बच्चे ने खेल-खेल में बिंदुओं को मिलाकर हाथी का चित्र बना दिया।A geometric element that has position but no extension.
A point is defined by its coordinates.