അർത്ഥം : ଆଘାତଦ୍ୱାରା କୌଣସି ବସ୍ତୁକୁ ଚେପଟା କରିବା
ഉദാഹരണം :
କମାର ଲୁହା ଉପକରଣ ତିଆରିକରିବା ସମୟରେ ତାକୁ ଗରମ କରି ପିଟିଥାଏ
പര്യായപദങ്ങൾ : ପିଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ବସ୍ତୁ ଆଉ ଗୋଟିଏ ବସ୍ତୁ ଉପରେ ବାଡ଼େଇହେବା
ഉദാഹരണം :
ବସ୍ଚାଳକ ବସ୍କୁ ଗଛରେ ବାଡ଼େଇ ଦେଲା
പര്യായപദങ്ങൾ : ଧକ୍କାଦେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁକୁ ବଜାଇ ବା ପିଟି ଢୋ ଢୋ ଶବ୍ଦ ଉତ୍ପନ୍ନ କରିବା
ഉദാഹരണം :
ଖେତରେ ପକ୍ଷୀଙ୍କୁ ହୁରୁଡ଼ାଇବାପାଇଁ ଟିଣ ବାଡ଼ିଆହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु को बजा या पीट कर पट-पट शब्द उत्पन्न करना।
खेत से चिड़ियों को भगाने के लिए टीन को पटपटाते हैं।അർത്ഥം : ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ഉദാഹരണം :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
പര്യായപദങ്ങൾ : ଠକଠକ କରିବା, ଧକ୍କା ମାରିବା, ଧଡ଼ଧଡ଼ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Make short successive sounds.
rattleഅർത്ഥം : ଭିତରକୁ ଗଳିବାପାଇଁ ଉପରୁ ଜୋରରେ ପିଟିବା
ഉദാഹരണം :
ରାମ ମୂର୍ତ୍ତି ଲଗେଇବାପାଇଁ କାନ୍ଥରେ କଣ୍ଟା ବାଡ଼ଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ഉദാഹരണം :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
പര്യായപദങ്ങൾ : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।അർത്ഥം : ଆଘାତ କରି ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ഉദാഹരണം :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
പര്യായപദങ്ങൾ : ଠକଠକ କରିବା, ଧଡ଼ଧଡ଼ କରିବା
മറ്റ് ഭാഷകളിലേക്കുള്ള വിവർത്തനം :