അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଦାନା ଆଦି ଅଲଗା କରିବାପାଇଁ ଧାନ ଆଦିର କେଣ୍ଡାକୁ ଝାଡ଼ିବା
ഉദാഹരണം : ସେ ବାଡ଼ିଆ କରିବାକୁ ମନା କରିଦେଲା
പര്യായപദങ്ങൾ : ବାଡ଼େଇବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
दाने अलग करने के लिए धान आदि के डंठल की झड़ाई।
The separation of grain or seeds from the husks and straw.
അർത്ഥം : ହାତ,ଗୋଡ଼ ଆଦିରେ ମାରିବାର ପ୍ରକ୍ରିୟା
ഉദാഹരണം : ଗାଁ ଲୋକମାନେ ମାଡ଼ ଦେଇସାରି ଚୋରକୁ ପୋଲିସ ହାତରେ ଦେଇଦେଲେ
പര്യായപദങ്ങൾ : ଆଘାତ, ପିଟା, ପ୍ରହାର, ମାଡ଼
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
हाथ, पैर आदि से मारने की क्रिया।
അർത്ഥം : ମାରିବା ପ୍ରକ୍ରିୟା
ഉദാഹരണം : ମାଡ଼ ସହିସହି ସେ ପିଠିଆ ହୋଇଯାଇଛି ଆଜି ସେ ଖୁବ ବାଡ଼ିଆ ଖାଇବ
പര്യായപദങ്ങൾ : କୁଟା, ଛେଚା, ପିଟା, ମାଡ଼
मारने की क्रिया।
The act of inflicting corporal punishment with repeated blows.
ഇൻസ്റ്റാൾ ചെയ്യുക