അർത്ഥം : ନିଜର ଉଦ୍ଗମ ସ୍ଥାନରୁ ପ୍ରକଟ ହେବା
ഉദാഹരണം :
ଗଂଙ୍ଗା ଗଂଙ୍ଗୋତ୍ରୀରୁ ବାହାରିଛି
പര്യായപദങ്ങൾ : ନିର୍ଗମ ହେବା, ପ୍ରାଦୂର୍ଭୂତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
ഉദാഹരണം :
ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅକ୍ଳେଶରେ ଉଚ୍ଚାରିତ ହେବା
ഉദാഹരണം :
ଗୁଳି ବାଜିବାକ୍ଷଣି ଗାନ୍ଧିଜୀଙ୍କ ମୁହଁରୁ ହେ ରାମ ବାହାରିଲା ସାପକୁ ଦେଖି ପିଲାଟି ମୁହଁରୁ ଚିତ୍କାର ବାହାରିଲା
മറ്റ് ഭാഷകളിലേക്കുള്ള വിവർത്തനം :
अनायास उच्चरित होना।
गोली लगते ही गाँधीजी के मुख से हे राम निकला।അർത്ഥം : ବାହାରକୁ ଆସିବା
ഉദാഹരണം :
ସାପ ବିଳରୁ ବାହାରିଲା
പര്യായപദങ്ങൾ : ନିର୍ଗତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରଚଳିତ ବା ଲାଗୁହେବା
ഉദാഹരണം :
ଏଠି ପ୍ରତିଦିନ ନୂଆନୂଆ ଫେସନ୍ର ପୋଷାକ ବାହାରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରସ ବାହାରିବା
ഉദാഹരണം :
ତା ଘାଆରୁ ରକ୍ତମିଶା ପାଣି ଝରୁଛି
പര്യായപദങ്ങൾ : ଗଳିବା, ଝରିବା, ସ୍ରାବ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପୁସ୍ତକଆଦି ଛପା ହୋଇ ଆସିବା
ഉദാഹരണം :
ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି
പര്യായപദങ്ങൾ : ପ୍ରକାଶିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନବରତ ରସ ସ୍ୱରୂପ ବାହାରିବା
ഉദാഹരണം :
ତାଙ୍କର ବଥରୁ ପୂଜ ବୋହୁଛି
പര്യായപദങ്ങൾ : ବୋହିବା
മറ്റ് ഭാഷകളിലേക്കുള്ള വിവർത്തനം :