അർത്ഥം : ବାହାର କରିବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ଶାଶୁ ବୋହୂଉପରେ ମିଛ ଆରୋପ ଲଗାଇ ତାକୁ ଘରୁ ବାହାର କରାଇଦେଲା
പര്യായപദങ്ങൾ : ଅଲଗା କରାଇବା, ତଡାଇବା, ବହିଷ୍କାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ଥାନଦେଇ ନେଇଯିବା ବା ଚଲେଇବା
ഉദാഹരണം :
ଏ ବର୍ଷ ଶୋଭାଯାତ୍ରା ପ୍ରଧାନ ରାସ୍ତାଦେଇ ବାହାର କରାଗଲା
മറ്റ് ഭാഷകളിലേക്കുള്ള വിവർത്തനം :
कहीं से होकर चलाना या ले जाना।
इस वर्ष झाकियाँ मुख्य मार्ग से होकर निकाली गईं।