അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ଜାଗାରେ ରହୁଥିବା ବା ବାସ କରୁଥିବା ବ୍ୟକ୍ତି
ഉദാഹരണം : ଏଠାକାର ସମସ୍ତ ବାସିନ୍ଦାଙ୍କୁ ଜଣାଇ ଦିଆଯାଉଛି କି ସେମାନେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ନିଜ ଘରେ ଶରଣ ଦିଅନ୍ତୁନାହିଁ
പര്യായപദങ്ങൾ : ଆବାସୀ, ନିବାସୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी जगह पर रहने या बसने वाला व्यक्ति।
A person who inhabits a particular place.
അർത്ഥം : କୌଣସି ସ୍ଥାନରେ ରହୁଥିବା ବା ବସବାସ କରୁଥିବା ଜୀବ
ഉദാഹരണം : ଜଙ୍ଗଲ କାଟିବାରୁ ଜଙ୍ଗଲର ଅଧିବାସୀମାନଙ୍କ ସଂଖ୍ୟା କମିବାରେ ଲାଗିଛି
പര്യായപദങ്ങൾ : ଅଧିବାସୀ, ନିବାସୀ
किसी जगह पर रहने या बसने वाला जीव।
A plant or animal naturalized in a region.
ഇൻസ്റ്റാൾ ചെയ്യുക