അർത്ഥം : ଯେଉଁ ବ୍ୟକ୍ତି ବାର୍ତ୍ତା ନେବା ଆଣିବା କରେ
ഉദാഹരണം :
ବାର୍ତ୍ତାବହ ଅଜାଙ୍କ ଖବର ମାଆଙ୍କୁ ଶୁଣାଇଲା
പര്യായപദങ്ങൾ : ସନ୍ଦେଶବାହକ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ଖବର ପହୁଞ୍ଚାଏ
ഉദാഹരണം :
ଆଜିବି କେତେକ ସ୍ଥାନରେ ବାର୍ତ୍ତାବହ ପାରା ବ୍ୟବହାର କରାଯାଏ
പര്യായപദങ്ങൾ : ଖବରବାହକ, ବାର୍ତ୍ତାବହନକାରୀ, ବାର୍ତ୍ତାବାହକ, ସନ୍ଦେଶ ବାହକ
മറ്റ് ഭാഷകളിലേക്കുള്ള വിവർത്തനം :
संदेश पहुँचाने वाला।
कुछ स्थानों पर आज भी संदेशवाहक कबूतरों का उपयोग होता है।