അർത്ഥം : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ସମର୍ଥନ କରୁଥିବା ସିଦ୍ଧାନ୍ତ
ഉദാഹരണം :
ସେ ବାମମାର୍ଗର ସମର୍ଥକ
പര്യായപദങ്ങൾ : ବାମପଂଥ, ବାମପକ୍ଷ, ବାମପନ୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
The ideology of the political left. Belief in or support of the tenets of the political left.
leftismഅർത്ഥം : ଗୋଟିଏ ତାନ୍ତ୍ରିକ ମତ ଯେଉଁଥିରେ ମଦ୍ୟ,ମାଂସ ଆଦିକୁ ସେବନ କରିବାର ବିଧି ଅଛି
ഉദാഹരണം :
ବେଦରେ କୁହାଯାଇଛି ଦକ୍ଷିଣମାର୍ଗର ବିରୁଦ୍ଧରେ ବାମମାର୍ଗ ପଡ଼ିଥାଏ
പര്യായപദങ്ങൾ : ବାମପନ୍ଥୀ
മറ്റ് ഭാഷകളിലേക്കുള്ള വിവർത്തനം :