അർത്ഥം : ଗୋଟିଏ ତାନ୍ତ୍ରିକ ମତ ଯେଉଁଥିରେ ମଦ୍ୟ,ମାଂସ ଆଦିକୁ ସେବନ କରିବାର ବିଧି ଅଛି
ഉദാഹരണം :
ବେଦରେ କୁହାଯାଇଛି ଦକ୍ଷିଣମାର୍ଗର ବିରୁଦ୍ଧରେ ବାମମାର୍ଗ ପଡ଼ିଥାଏ
പര്യായപദങ്ങൾ : ବାମମାର୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ
ഉദാഹരണം :
ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ
പര്യായപദങ്ങൾ : ବାମପଂଥୀ, ବାମବାଦୀ, ବାମମାର୍ଗୀ, ଲେଫ୍ଟିଷ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :