അർത്ഥം : ରାଜା ବଳିଙ୍କୁ ଠକିବାପାଇଁ ଭଗବାନ ବିଷ୍ଣୁ ଗ୍ରହଣ କରିଥିବା ଏକ ଅବତାର
ഉദാഹരണം :
ବାମନ ରାଜା ବଳିଙ୍କୁ ତିନିପାଦ ଭୂମି ଦାନ ମାଗିଥିଲେ
പര്യായപദങ്ങൾ : ବାମନାବତାର
മറ്റ് ഭാഷകളിലേക്കുള്ള വിവർത്തനം :
The manifestation of a Hindu deity (especially Vishnu) in human or superhuman or animal form.
Some Hindus consider Krishna to be an avatar of the god Vishnu.അർത്ഥം : ବହୁତ ବାଙ୍ଗରା ବା ଛୋଟ ଆକାରର ମଣିଷ
ഉദാഹരണം :
ସର୍କସରେ ବାମନର ଖେଳ ଦେଖି ପିଲାମାନେ ଖୁବ ଆନନ୍ଦିତ ହୋଇଗଲେ
പര്യായപദങ്ങൾ : ଖର୍ବକାୟ ବ୍ୟକ୍ତି, ଗେଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :