അർത്ഥം : ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା
ഉദാഹരണം :
ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
പര്യായപദങ്ങൾ : ଛନ୍ଦିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
ഉദാഹരണം :
ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
പര്യായപദങ്ങൾ : ଗଣ୍ଠି ପକାଇବା, ଛନ୍ଦିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
ഉദാഹരണം :
ଭାଉଜ ବେସନ ଲଡ଼ୁ ବଳୁଛନ୍ତି
പര്യായപദങ്ങൾ : ଗୋଟଳା କରିବା, ବଳିବା
മറ്റ് ഭാഷകളിലേക്കുള്ള വിവർത്തനം :
चूर्ण आदि को पिंड के रूप में लाना।
भाभी बेसन के लड्डू बाँध रही हैं।അർത്ഥം : ଦଉଡ଼ି, ଲୁଗାଆଦିକୁ ମୋଡ଼ି ଗଣ୍ଠି ପକାଇବା
ഉദാഹരണം :
ସେ କାଠଗୁଡ଼ିକ ବାନ୍ଧୁଛନ୍ତି
പര്യായപദങ്ങൾ : ଗ୍ରନ୍ଥନ
മറ്റ് ഭാഷകളിലേക്കുള്ള വിവർത്തനം :