അർത്ഥം : ଯିଏ ନ୍ୟାୟାଳୟରେ କୌଣସି ତର୍କ ବା ପକ୍ଷ ଉପସ୍ଥିତ କରେ
ഉദാഹരണം :
ବାଦୀ ନିଜ ପକ୍ଷ ମଜଭୁତ କରିବାପାଇଁ ଅନେକ ପ୍ରମାଣ ଏକାଠି କଲେ
പര്യായപദങ്ങൾ : ଅଭିଯୋଗକାରୀ, ମକ୍କେଲ, ମହକିଲ
മറ്റ് ഭാഷകളിലേക്കുള്ള വിവർത്തനം :
वह जो न्यायालय में कोई तर्क या पक्ष उपस्थित करता है।
वादी ने अपना पक्ष मज़बूत करने के लिए कई सबूत इकट्ठे किए।അർത്ഥം : ବିଚାରପାଇଁ କୌଣସି ତର୍କ ଉପସ୍ଥାପିତ କରୁଥିବା ଲୋକ
ഉദാഹരണം :
ସବୁଲୋକ ବାଦୀର କଥା ଧ୍ୟାନରେ ଶୁଣୁଥିଲେ
പര്യായപദങ്ങൾ : ଅଭିଯୋଗକାରୀ, ପ୍ରତିଯୋଗୀ
മറ്റ് ഭാഷകളിലേക്കുള്ള വിവർത്തനം :