അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ବଗିଚାରେ ଲଗାଯାଉଥିବା ଫୁଲ,ଫଳ ବା ବନସ୍ପତି
ഉദാഹരണം : ମାଳୀ ଗୋଟିଏ ନୂଆ ଫୁଲ ବଗିଚା ତିଆରି କରୁଛି
പര്യായപദങ്ങൾ : ଉଦ୍ୟାନ, ଉପବନ, ବଗିଚା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी बगीचे में उगाए जानेवाले फूल या फल या वनस्पतियाँ।
The flowers or vegetables or fruits or herbs that are cultivated in a garden.
അർത്ഥം : ଯେଉଁ ସ୍ଥାନରେ ଫଳ, ଫୁଲପୂର୍ଣ୍ଣ ସୁନ୍ଦର ସୁନ୍ଦର ଛୋଟ, ବଡ଼ ଗଛଆଦି ଲଗାଯାଇଛି
ഉദാഹരണം : ପିଲାମାନେ ବଗିଚାରୁ ପିଜୁଳି ତୋଳୁଥିଲେ
പര്യായപദങ്ങൾ : ଉଦ୍ୟାନ, ଉପବନ, ବଗିଚା, ବାଡ଼ି
वह स्थान जहाँ फल-फूलदार या सुन्दर पौधों, वृक्षों आदि को लगाया गया हो।
A plot of ground where plants are cultivated.
ഇൻസ്റ്റാൾ ചെയ്യുക