അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ବହୁତ କଥା କହୁଥିବା ବ୍ୟକ୍ତି
ഉദാഹരണം : କୁହାଳିଆଙ୍କ ମଝିରେ ଚୁପ୍ ରହିବା ହିଁ ଠିକ୍ ହେବ
പര്യായപദങ്ങൾ : ଅତିଭାଷୀ, କୁହାଳିଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
बहुत बोलने वाला व्यक्ति।
A boring person who talks a great deal about uninteresting topics.
അർത്ഥം : କ୍ରୋଧ, ପ୍ରେମଆଦି କାରଣରୁ ଯେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ
ഉദാഹരണം : କ୍ରୋଧରେ ପାଗଳ ବ୍ୟକ୍ତି କିଛି ବି କରିପାରେ
പര്യായപദങ്ങൾ : ପାଗଳ, ବାଇଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
क्रोध,प्रेम आदि के कारण जो आपे में न हो।
അർത്ഥം : ବହୁତ କହିବାବାଲା
ഉദാഹരണം : ପ୍ରଭୁଙ୍କ କୃପାରୁ ଘୁଙ୍ଗା ମଧ୍ୟ ପ୍ରଗଳ୍ଭ ହୋଇପାରେ
പര്യായപദങ്ങൾ : ଅତିକୁହା, ପ୍ରଗଳ୍ଭ, ବହୁବୋଲା, ବାତୁଳ, ବାତୁଳି
बहुत बोलने वाला।
Full of trivial conversation.
ഇൻസ്റ്റാൾ ചെയ്യുക