അർത്ഥം : ବଙ୍କାହେବାର ଅବସ୍ଥା ବା ଭାବ
ഉദാഹരണം :
କାରିଗରଟି ତାରର ବକ୍ରତା ଦୂର କରୁଥିଲା
പര്യായപദങ്ങൾ : ବକ୍ରତା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘର, ଗଳି ଅଥବା ବାଟରେ ଆଗକୁ ବାହାରିଥିବା କୋଣ
ഉദാഹരണം :
ଚାରିଛକର ମୋଡ଼ରେ ଠିଆ ହୋଇଥିବା ପିଲାଟିକୁ ଟ୍ରକ ଧକାଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
The intersection of two streets.
Standing on the corner watching all the girls go by.അർത്ഥം : ଯେଉଁ ସ୍ଥାନରୁ ରାସ୍ତା ଅନ୍ୟ ଆଡ଼କୁ ମୋଡ଼େ
ഉദാഹരണം :
ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘୁରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ
ഉദാഹരണം :
ଏହି ରାସ୍ତାରେ ବହୁତ ଅଧିକ ବୁଲାଣି ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
घूमने या घुमाने की क्रिया या भाव।
इतने घुमाव के बाद भी हम मंजिल तक नहीं पहुँचे।അർത്ഥം : କୌଣସି ରାସ୍ତା ଆଦିର ଯେଉଁ ଅଂଶଦେଇ ଲୋକେ ଅନ୍ୟଆଡ଼କୁ ଯାଆନ୍ତି ବା ଦିଗ ବଦଳାନ୍ତି
ഉദാഹരണം :
ବୁଲାଣି ବୁଲିଲାବେଳେ ମହେଶ ମୋତେ ଦେଖିଲା
പര്യായപദങ്ങൾ : ବଙ୍କାଣି, ବୁଲାଣି
മറ്റ് ഭാഷകളിലേക്കുള്ള വിവർത്തനം :
The intersection of two streets.
Standing on the corner watching all the girls go by.