അർത്ഥം : ଯେ ବହୁତ ଭଲ କହେ ବା ଯେ କୌଣସି ଭାଷରେ ଜ୍ଞାନୀ
ഉദാഹരണം :
ପଣ୍ଡିତ ମହେଶଚନ୍ଦ୍ରଙ୍କ ପାଣ୍ଡିତ୍ୟଯୋଗୁଁ ହିଁ ତାଙ୍କୁ ବାଗ୍ମୀ କୁହାଯାଏ
പര്യായപദങ്ങൾ : ବାଗୀଶ, ବାଗୀଶ୍ୱର, ବାଗ୍ମୀ, ବାଗ୍ବିଶାରଦ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଥା କହିବାରେ ଚତୁର
ഉദാഹരണം :
ବାକ୍ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ
പര്യായപദങ്ങൾ : କଥାକୁହାଳିଆ, କୁହାଳିଆ
മറ്റ് ഭാഷകളിലേക്കുള്ള വിവർത്തനം :
Expressing yourself readily, clearly, effectively.
Able to dazzle with his facile tongue.