അർത്ഥം : ସାଧାରଣ କଥା କହିବାପାଇଁ ବଡ଼ବଡ଼ ଶବ୍ଦ ବା ଜଟିଳ ବାକ୍ୟର ପ୍ରୟୋଗ
ഉദാഹരണം :
ନେତାଙ୍କ ବାକ୍ୟଜାଲରେ ସରଳ ଜନତା ପଡ଼ିଯାନ୍ତି
പര്യായപദങ്ങൾ : ଶବ୍ଦଜାଲ, ଶବ୍ଦାଡ଼ମ୍ବର
മറ്റ് ഭാഷകളിലേക്കുള്ള വിവർത്തനം :
साधारण सी बात कहने के लिए बड़े-बड़े शब्दों और जटिल वाक्यों का प्रयोग।
नेताओं के वाक्जाल में भोली-भाली जनता फँस जाती है।