അർത്ഥം : ଏକ ଲମ୍ବା ଶକ୍ତ ଗଛର କାଣ୍ଡ ଯାହାର ଜାଗା ଜାଗାରେ ଗଣ୍ଠି ଥାଏ ଏବଂ ଯାହା ଛପର କରିବା ଏବଂ ପାଚିଆ ଇତ୍ୟାଦି ବନେଇବା କାମରେ ବ୍ୟବହାର କରାଯାଏ
ഉദാഹരണം :
ସେ ତା ବଗିଚାରେ ବାଉଁଶ ଗଛ ଲଗାଉଛି
പര്യായപദങ്ങൾ : ବେଣୁ
മറ്റ് ഭാഷകളിലേക്കുള്ള വിവർത്തനം :
Woody tropical grass having hollow woody stems. Mature canes used for construction and furniture.
bambooഅർത്ഥം : ଏକ ପ୍ରକାର ମସୃଣ ପତଳା ବାଉଁଶ
ഉദാഹരണം :
ବାଉଁଶରୁ କାଗଜ ତିଆରି ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :